• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ, ପର୍ଯ୍ୟଟନ ଆକର୍ଷଣ

ପୁତୁଡି ଜଳପ୍ରପାତ ପ୍ରାକୃତିକ ସୌନ୍ଧୟରେ ପରିପୂର୍ଣ ଏବଂ ଅଠାରେ ସାଲୁଙ୍କି ନଦୀ ୬୦ ଫୁଟ ଉଚ୍ଛରୁ ପ୍ରବାହିତ ହୋଇଥାଏ । ଚତୁର୍ଦିଗ ଘାନା ଜଙ୍ଗଲ ଦ୍ଵାରା ଏଛାଦିତ ଓ ଜଳପ୍ରପାତର ଗର୍ଜନ ଶରୀରରେ ରୋମାଞ୍ଚ ସୃଷ୍ଟି କରେ। ପୁତୁଡି, ଫୁଲବାଣୀ ସହରଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ବଲସକୁମ୍ପା ଠାରୁ ୨୨୯ କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ
ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ଡଡକି ଅଟେ।

ରେଳଗାଡ଼ିରେ
ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୮୩ କି.ମି ଦୂରତାରେ ଅବସ୍ଥିତ ।