• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ପ୍ରାଣୀ ସମ୍ପଦ ବିକାଶ ବିଭାଗର ସାଧାରଣ ସୂଚନା

  • ରାଜସ୍ୱ ଗ୍ରାମ ସଂଖ୍ୟା -୨୫୮୯
  • ବ୍ଲକ ସଂଖ୍ୟା-୧୨
  • ପ୍ରାଣୀ ଚିକିତ୍ସାଳୟ ସଂଖ୍ୟା-(୩+୧୭)୨୦
  • ପ୍ରାଣୀ ସହାୟକ କେନ୍ଦ୍ର ସଂଖ୍ୟା-୭୪
  • କୁତ୍ରିମ ପ୍ରଜନନ ସଂଖ୍ୟା-୯୪
  • ଗୋମୀତ୍ର ସଂଖ୍ୟା-୧୫
  • ଜିଲ୍ଲା ରୋଗ ନିରୂପଣ ପରୀକ୍ଷାଗାର ସଂଖ୍ୟା-୧
  • କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ସଂଖ୍ୟା-୨
  • ଛେଳି ପ୍ରଜନନ କେନ୍ଦ୍ର ସଂଖ୍ୟା-୧
  • ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ସଂଖ୍ୟା-୧
  • ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ସଂଖ୍ୟା-୧
ବିଭାଗୀୟ କର୍ମଚାରୀଙ୍କ ବିବରଣୀ
କ୍ର.ସଂନାମପଦବୀଟେଲିଫୋନ
 ୧ ଡ଼ା.ଲଲାଟେନ୍ଦୁ କୁମାର ଆଇଚ ସି.ଡି.ଭି.ଓ କନ୍ଧମାଳ ୯୪୩୭୦୭୫୮୮୨
 ଡ଼ା ପ୍ରଦୀପ କୁମାର ମହାନ୍ତି ଏସ.ଡି.ଭି.ଓ ଫୁଲବାଣୀ  ୭୯୭୮୨୫୩୧୯୫
  ଡ଼ା. ଦିଲ୍ଲୀପ କୁମାର ପଟ୍ଟନାୟକ  ଏସ.ଡି.ଭି.ଓ ବାଲିଗୁଡା ୮୮୯୫୪୦୧୩୨୪
 ଡ଼ା. ଆଶିଷ କୁମାର ଶତପଥୀ ଡି.ସି. କନ୍ଧମାଳ ୯୮୬୧୦୪୪୫୫୦
 ଡ଼ା.ରଞ୍ଜନ କୁମାର ସାହୁ ଏଲ.ପି. କନ୍ଧମାଳ ୯୪୩୭୨୪୭୯୨୮
  ଡ଼ା.ଅଳକା ପଟ୍ଟନାୟକ ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା କନ୍ଧମାଳ ୯୪୩୭୭୬୫୪୫୪
 ଡ଼ା.ତ୍ରିଲୋଚନ ସାହୁ ଉପ-ନିର୍ଦ୍ଧେଶକ ଫୁଲବାଣୀ ୯୪୩୭୨୧୫୧୭୪୯
 ଡ଼ା.ଉମେଶ ଚନ୍ଦ୍ର ବେହେରା ବି ଭି ଓ ଖଜୁରୀପଡା ୯୪୩୭୬୨୮୪୩୭
  ଡ଼ା.ଆଚାର୍ୟ ଚନ୍ଦ୍ରଶେଖର ପାଟଜୋଶୀ ଏଭିଏସ ଖଜୁରୀପଡା ୯୪୩୭୬୪୨୮୭୮
୧୦ ଡ଼ା.ରଶ୍ମୀ ରଞ୍ଜନ ମହାପାତ୍ର  ବିଭିଓ ଫିରିଙ୍ଗିଆ ୯୪୩୭୧୬୯୯୮୫
୧୧ ଡ଼ା. ପ୍ରଶାନ୍ତ ମହାଲିକ ଏଭିଏସ ଫିରିଙ୍ଗିଆ ୮୨୪୯୪୨୩୪୧୧
୧୨ ଡ଼ା.ମାୟାଦେବୀ ମାଝି ଭିଏସ ଗୋଛାପଡା ୮୮୯୫୫୪୧୨୧୫
୧୩  ଡ଼ା. ସୁଚିତା କୁମାରୀ ପାତ୍ର ଏଭିଏସ ବାଲିଗୁଡା ୯୪୩୮୭୩୦୯୭୫
୧୪ ଡ଼ା.ପାର୍ଥ ସାରଥି ସ୍ଵାଇଁ ଏଭିଏସ କ.ନୂଆଗାଁ ୯୪୩୮୦୪୦୨୦୨
୧୫ ଡ଼ା.ସୁଶାନ୍ତ ନାୟକ ଏଭିଏସ ଟିକାବାଲି ୮୮୯୫୩୩୨୪୪୦
୧୬ ଡ଼ା.ରାଜା ଉଦୟ ଭାନୁ ରାଉତ ବିଭିଓ ଟିକାବାଲି ୯୪୩୮୨୮୦୦୦୧
୧୭ ଡ଼ା.ବିଜୟ କୁମାର ସାହୁ ବିଭିଓ ଚକାପାଦ ୯୪୩୮୪୬୨୮୨୩
୧୮ ଡ଼ା.ସୁଶୀଲ କୁମାର ସେଠୀ ଭି ଏ ଏସ ସଙ୍କରାଖୋଲ ୯୪୩୯୩୬୨୬୪୦
୧୯ ଡ଼ା.ସାବିର କୁମାର ପ୍ରଧାନ  ବିଭିଓ ରାଇକିଆ/ଉଦୟଗିରୀ ୯୪୩୮୧୮୦୬୭୪
୨୦ ଡ଼ା.ଶ୍ରୀପତି ଦାସ ବିଭିଓ ଦାରିଙ୍ଗବାଡି  ୯୪୩୭୬୫୮୮୬୩
୨୧ ଡ଼ା.ଚିନ୍ମୟ କୁମାର ସାହାୟ ଏଭି.ଏ.ଏସ ଦାରିଙ୍ଗବାଡି ୯୭୭୭୧୩୭୧୯୭
୨୨ ଡ଼ା.କାହ୍ନୁ ଚରଣ ସାହୁ ଭି.ଏ.ଏସ. ବାମୁଣୀ ଗାଁ୯୪୩୭୬୮୨୧୭୨
୨୩ ଡ଼ା.କମଳ ପ୍ରଧାନ ଏଭି.ଏ.ଏସ.କୋଟଗଡ଼୮୭୬୩୮୯୫୧୯୪
୨୪ ଡ଼ା.ବିମଲ କୁମାର ମହାପାତ୍ର ବିଭିଓ ତୁମୁଡିବନ୍ଧ୯୪୩୭୮୧୩୬୨୭
୨୫ ଡ଼ା.ବିଷ୍ଣୁ ଚୌଧୁରୀ ଭି.ଏ.ଏସ. ବେଲଘର୯୪୩୯୧୫୮୧୯୧
୨୬ ଡ଼ା.ଶ୍ରୀପତି ସେଠି ଏଭି.ଏ.ଏସ. ଜି.ଉଦୟଗିରୀ୯୪୩୧୬୮୧୬୭୨
 ୨୭ଡ଼ା.ଦେବଜ୍ୟୋତି ବେହେରା  ଭି.ଏ.ଏସ. ସାରଙ୍ଗଡ୯୪୩୭୮୯୦୯୨୫
୨୮ଡ଼ା.ବିମଲ ଚୌଧୁରୀଏଭି.ଏ.ସ ଚକାପାଦ୯୪୩୮୧୮୨୨୩୬

ବିଭାଗ ସମ୍ଵନ୍ଧୀୟ ଯୋଜନା :

କୃତିମ ପ୍ରଜନନ (ଗୋ ମହିଷାଦୀଙ୍କ ପାଇଁ ପ୍ରଜନନ କାର୍ଯକ୍ରମ, ଏନ.ପି.ସି.ବି.ବି.:-

ଏହି କାର୍ଯକ୍ରମ ମାଧ୍ୟମରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସାଳୟ(୨୦) ଏବଂ ପ୍ରାଣୀ ସହାୟକ କେନ୍ଦ୍ର (୭୪) ଗୁଡିକରେ ଗୋମହିଷାଦୀଙ୍କ ପାଇଁ କୃତିମ ପ୍ରଜନନ ପ୍ରକୀୟ। ଚାଲୁରହିବ ।

ବିଭାଗ ତରଫରୁ ଚିକିଶ୍ଚ କେନ୍ଦ୍ର ଏବଂ ଘର ଦ୍ଵାର ଦେଶରେ ଏହି ସୁବିଧା ଉପଲବ୍ଧି :-

<

ଲକ୍ଷ ବିବରଣୀ
ବର୍ଷକାର୍ଯ୍ୟକ୍ରମଲକ୍ଷହାସଲପ୍ରତିଶତ
 ୨୦୧୭ -୧୮ କୁତ୍ରିମ ପ୍ରଜନନ ୨୭୯୫୦ ୧୫୪୯୪ 56
 ୨୦୧୭ -୧୮ ଜନ୍ମହେବା ଛୁଆ ସଂଖ୍ୟା ପୁ- ୧୧୫୧ ସ୍ତ୍ରୀ- ୮୧୨ ସମୁଦାୟ- ୧୯୬୩

ଟିକାକରଣ:-

ଆମ ବିଭାଗ ଦ୍ଵାରା ସମସ୍ତ ପ୍ରଣିଧାନ ପାଇଁ ବିଭିନ୍ନ ସଂକ୍ରାମକ ରୋଗର ନିରାକରଣ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ବିଭିନ୍ନ ପ୍ରକାର ଟିକାକରଣ ମଧାମରେ ସମ୍ଭବ ହୋଇପାରିଛି ଯେପରିକି::

ବିଭିନ୍ନ ସଂକ୍ରାମକ ରୋଗର ନିରାକରଣ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା
କ୍ର.ସଂଜାତିଟୀକା ନାମ
 ୧ ଗାଈ ଓ ମଇଁଷି ଅନଥ୍ରାକ୍ସ, ବୃସେଲ , ଥେଲେସିଆ, ଫାଟୁଆ ,ବାଜବାଜିଆ,ଗଲାଫୁଲା
 ମେଣ୍ଢା ଓ ଛେଲି ଛେଲି ମଡକ , ଛେଲି ବସନ୍ତ , ଆନ୍ତ୍ରିକ ବିସ ଜ୍ଵର
 କୁକୁଡା ରାଣୀଖେତ ରୋଗ , କୁକୁଡା ବସନ୍ତ

ନିୟନ୍ତ୍ରଣ କାର୍ଯକ୍ରମ (ସି .ପି.):-

ଆମ ଜିଲ୍ଲାରେ ୫ ଗୋଟି ମୁଖ୍ୟ ରୋଗ ନିରାକରଣ ନିମନ୍ତେ ଯେପରିକି ଫାଟୁଆ ,ଛେଳିମଡକ ,ଆନ୍ଥ୍ରାକ୍ସ,ବୁସେଲ ଓ ଠେଲେରିଆ ରୋଗ ଦୂରୀକରଣ ନିମନ୍ତେ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ସି .ପି.) ଚାଲୁଅଛି । ବିଭିନ୍ନ ପ୍ରକାର ପ୍ରାଣୀ ଚିକି ଅନୁଷ୍ଠ।ନ ଗୁଡିକରେ କାନ୍ଥ ଲେଖନୀ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।

ସି.ଏ.ଇ.(ବ୍ୟବସାୟୀକ କୃଷି ଅନୁଷ୍ଠାନ):-

ଏହି ଯୋଜନା ମାଧ୍ୟମରେ ନିର୍ଦ୍ଧାରିତ ପ୍ରକଳ୍ପ (ଜମିର ମୂଲ୍ୟ ବାଦ ଦେଇ ) ଆଦିବାସୀ /ହରିଜନ /ମହିଳା ଏବଂ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସ୍ନାତକ ଧାରୀ ବ୍ୟକ୍ତିଙ୍କ ପାଇଁ ୫୦ପ୍ରତିଶତ ଓ ସାଧାରଣ ବର୍ଗର ଉଦ୍ୟୋଗୀଙ୍କ ପାଇଁ ୫୦ପ୍ରତିଶତ ରିହାତିର ବ୍ୟବସ୍ଥା ରହିଛି। ଏହାର ସମ୍ପୂର୍ଣ୍ଣ ବିବରଣୀ ୱେବସାଇଟ ମାଧ୍ୟମରେ (www.agribusiness.nic.in) ଉପଲବ୍ଧି ହୋଇପାରିବ। ଇଛୁକ ବ୍ୟକ୍ତି ଏହାକୁ ଅନଲାଇନରେ ଆବେଦନ କରିପାରିବେ ।

ଡି.ଇ.ଡି.ସ.(ଗୋପାଳନ ଉଦ୍ୟୋଗ ସମ୍ଵନ୍ଧୀୟ ଯୋଜନା) :-

ଡି.ଇ.ଡି.ସ. ଯୋଜନାଟି ୨୦୧୭-୧୮ ମସିହାରେ କାର୍ଯ୍ୟକାରୀ ହୋଇଅଛି । ଏହା ମାଧ୍ୟମରେ ଇଚ୍ଛୁକ ଗୋପାଳକ ୧ ଲକ୍ଷରୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରାପ୍ତି କରିପାରିବେ ।ଆବେଦନକାରୀଙ୍କୁ ପ୍ରକଳ୍ପ ମୂଲ୍ୟର ଶତକଡା ୧୦ ପ୍ରତିଶତ ପ୍ରାନ୍ତ ଟଙ୍କା ହିସାବରେ ଦେବାକୁ ପଡିବ। ଏହି ଯୋଜନାରେ ସାଧାରଣ ବର୍ଗଙ୍କ ପାଇଁ ୨୫ ପ୍ରତିଶତ ଏବଂ ଆଦିବାସୀ/ହରିଜନ ଚାଷୀଙ୍କ ପାଇଁ ୩୩.୩୩ ପ୍ରତିଶତ ରିହାତିର ବ୍ୟବସ୍ଥା ରହିଛି . ଆବେଦନକାରୀ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ଆବେଦନ କରିପାରିବେ ।ଏହି ସମ୍ଵନ୍ଧୀୟ ଅନ୍ୟାନ୍ୟ ସବିଶେଷ ତଥ୍ୟ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ପାଇପାରିବେ।

କ୍ଷୁଦ୍ର ପ୍ରାଣୀଙ୍କ ଉନ୍ନତି ନିମନ୍ତେ (ଛେଳି ଓ ମେଣ୍ଢା ଚାଷ ପାଇଁ ):

ରାଜ୍ୟସ୍ତରୀୟ ଯୋଜନା ମୁତବକ ଛେଳି ଓ ମେଣ୍ଢା ଚାଷ ପାଇଁ ଗୁଣବତାର ବୃଦ୍ଧି ନିମନ୍ତେ କ୍ଷୁଦ୍ର ନାମମାତ୍ର ଚାଷୀ /ଭୂମିହିନ ଚାଷୀଙ୍କୁ ସହାୟତା ଦେବା ପାଇଁ ଏହି ଯୋଜନାତି ଉଦ୍ଧିଷ୍ଟ । ୧୦ଟି ମାଈ ଛେଳି ଏବଂ ଗୋଟିଏ ବୋଦା କ୍ରୟ ଏବଂ ଛେଳି ଗୁହାଳ ନିର୍ମାଣ ନିମନ୍ତେ ଶତକଡା ୫୦ପ୍ରତିଶତ ରିହାତିର ବ୍ୟବସ୍ଥା ରହିଛି । ସମୁଦାୟ ପ୍ରକଳ୍ପ ମୂଲ୍ୟ ଟ .୩୫୦୦୦/- ଏବଂ ସରକାରୀ ସହାୟତା ଅନୁସାରେ ଟ .୧୭୫୦୦/- ର ବ୍ୟବସ୍ଥା ରହିଛି ଓ ପ୍ରକଳ୍ପର ଅଧା ମୂଲ୍ୟ ବ୍ୟକ୍ତି ବହନ କରିବାର ବ୍ୟବସ୍ଥା ରହିଛି । ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ପ୍ରକଳ୍ପ ପୂର୍ଣ୍ଣ ହେବାର ମାନପତ୍ର ପାଇବା ପରେ ହିଁ ରିହାତି ମୂଲ୍ୟଟି ପ୍ରଦାନ କରାଯିବ ।

ରାଜ୍ୟ ଯୋଜନା ମୁତବକ କ୍ଷୁଦ୍ର ପ୍ର।ଣିମାନଙ୍କର ଗୁଣବତା ବୃଦ୍ଧି ସକାଶେ ଯୋଜନା :-

ଏହି ଯୋଜନା ମୁତାବକ ୫୦ଟି ମାଈ ଛେଳି ଏବଂ ୨ଟି ବୋଦା ଗୋଟିଏ ଚାଷୀକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଅଛି । ସମୁଦାୟ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ଟଙ୍କା ଅଟେ ।
ଯେଉଁଥିରେ କି ହିତାଧିକାରୀଙ୍କୁ ୫୦ପ୍ରତିଶତ ଅର୍ଥାତ ୫୦ ହଜାର ଟଙ୍କା ବହନ କରିବାକୁ ପଡିବ ଏବଂ ୫୦ ପ୍ରତିଶତ ସରକାରଙ୍କ ତରଫରୁ ସହାୟତା ରାଶି ହିସାବରେ ପ୍ରଦାନ କରାଯିବ। କନ୍ଧମାଳ ଜିଲ୍ଲାରେ ୨୦୧୮ ମାର୍ଚ୍ଛ ଶୁଦ୍ଧ। ଏହି ଯୋଜନାରେ ୮ ଗୋଟି ଛେଳି
ୟୁନିଟ ନିର୍ମିତ ହୋଇଛି ।

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ :-

ଜିଲ୍ଲାରେ ୧୨ ଗୋଟି ବ୍ଲକରେ ୧୨ଟି ଭ୍ରାମ୍ୟମାଣ ଯାନ କାର୍ଯ୍ୟରତ । ଏହି ଯାନ ମଧ୍ୟମରେ ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳ ଗୁଡିକରେ ପ୍ରାଣିମାନଙ୍କ ଟିକ।କରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ଚାଲୁ ରହିଅଛି।

କୁକୁଟ ଉନ୍ନୟନ କାର୍ଯ୍ୟକ୍ରମ :-

ଘର ଅଗଣାରେ କୁକଡା ପାଳନ କର୍ଜ୍ୟକ୍ରମ (ଜାତୀୟ ପ୍ରଣିଧାନ ମିଶନ ): –

ଚିଆଁ (୨୦+୧୫+୧୦) ଏହିପରି ତିନୋଟି ପର୍ଯ୍ୟାୟରେ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।ଏହା ବ୍ୟତିରେକ ଘର ତିଆରି , ଖାଦ୍ୟ ପାତ୍ର ଓ ପାଣି ପାତ୍ର ନିମନ୍ତେ ୧୫୦୦ ଟଙ୍କା ପ୍ରତି ହିତାଧିକାରୀଙ୍କୁ ବ୍ୟବସ୍ଥା ରହିଛି ।୨୦୧୭-୧୮ ଆର୍ଥିକ ବର୍ଷରେ ସମୁଦାୟ ୨୮୮ ଜଣ ବି.ପି.ଏଲ. ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ କରିଯାଇଅଛି।

ଜାତୀୟ ପ୍ର।ଣିଧନ ମିଶନ ଯୋଜନାରେ କୁକୁଡା ଚିଆଁ ପାଳନ କେନ୍ଦ୍ର ସ୍ଥାପନ :-

କୁକୁଡା ଚିଆଁ ପାଳନ କେନ୍ଦ୍ର କରିବାର ବ୍ୟବସ୍ଥା ରହିଛି ଏବଂ ଏହାପରେ ଏହିଗୁଡିକ ବଛା ଯାଇଥିବା ବି ପି ଏଲ ହିତାଧିକାରୀ ମଧ୍ୟରେ ବାଛିବାର ବ୍ୟବସ୍ଥା ରହିଛି ।

ପରମାନେଣ୍ଟ ଟୋଟାଲ ଡିସେବିଲିଟି (ପି ଟି ଡି )::-

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା :-

ଏହି ଯୋଜନା ମାଧ୍ୟମରେ ଇଚ୍ଛୁକ ବ୍ୟକ୍ତି ବିଶେଷ ବ ସାମୁହିକ ଭାବରେ ଇଚ୍ଛା କରୁଥିବା ଛେଳି ଚାଷୀ/ଗାଈ /କୁକୁଡା ଆଦିଙ୍କ ପାଇଁ ସରକାରୀ ସହାୟତା ରାଶି ପ୍ରଦାନ କରାଗଲା ।
ଉକ୍ତ ଯୋଜନା ମୁତାବକ ଆବେଦନକାରୀଙ୍କ ପତ୍ର ବ୍ଲକ ସ୍ତରୀୟ ପଲ୍ଲୀ ସଭାରେ ଅନୁମୋଦିତ ହେବା ପରେ ପଞ୍ଚ।ୟତିରାଜ ବିଭାଗ ତରଫରୁ ସହାୟତା ରାଶି ପ୍ରଦାନ କରାଯାଉଛି ।

ଗୁହାଳ ନିର୍ମାଣ ହେତୁ ସହାୟତା ରାଶି
କ୍ର.ସଂପ୍ରକଳ୍ପ ନାମପ୍ରକଳ୍ପ ମୂଲ୍ୟ
 ୧ ଗାଈ ଗୁହାଳ ଟ.୧୧୩୦୦୦/-
 ଛେଳି ଗୁହାଳ ଟ .୪୪୦୦୦/-
 ଘୁଷୁରୀ ଗୁହାଳ ଟ .୬୯୦୦୦/-
 କୁକୁଡା ଘର ଟ.୩୯୦୦୦/-

ସମନ୍ଵୟ ଯୋଜନା :-

ପ୍ରାଣୀ ସମ୍ପଦ ବିଭାଗ ସହ କୃଷି ଓ ଆନୁଷଙ୍ଗିକ ବିଭାଗଗୁଡିକ ସମନ୍ଵୟ ଭାବରେ କାର୍ଯ୍ୟକାରୀ ଚାଷୀମାନଙ୍କର ଜୀବିକା ଉତ୍ପନ୍ନ କରିବାରେ ସହାୟକ ହୋଇଅଛନ୍ତି ।କନ୍ଧମାଳ ମିଶନ ୧୭୧ ଯୋଜନା ମାଧ୍ୟମରେ ଛେଳି ଚାଷୀ,କୁକୁଡା ଚାଷୀ ଓ ଗାଈ ଗୋରୁ ଚାଷୀଙ୍କ ପାଇଁ ଯୋଜନାମାନ ପ୍ରସ୍ତୁତ କରାଯାଉଅଛି ।

ଶିବିର ଆୟୋଜନ :-

ଆମ ବିଭାଗ ଦ୍ଵାରା ବିଭିନ୍ନ ପ୍ରାଣୀ ଚିକିତ୍ସା ଶିବିରମାନ ପ୍ରତିବର୍ଷ ଅନୁଷ୍ଠିତ ହେଉଅଛି ,ଯାହାକି ନିମ୍ନମତେ ପ୍ରଦାନ କରାଗଲା।

ଆକସନ ଯୋଜନା ମାଧ୍ୟମରେ ପ୍ରାଣୀ ଚିକିତ୍ସା ତଥା ସଚେତନତା ଶିବିର :-

ଏହି ଶିବିର ସମସ୍ତ ଗାଈଗୋରୁ ,ମହିଷାଦୀ,ମେଣ୍ଢା ,ଛେଳି ,କୁକୁଡା ଆଦି ମାନଙ୍କର ମାଗଣାରେ ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଅଛି ।

କୃମିନାଶକ ଶିବିର :-

ଆମ ବିଭାଗ ଦ୍ଵାରା ଜିଲ୍ଲାର ପ୍ରତ୍ୟକ ବ୍ଲକରେ କୃମିନାଶକ ଶିବିରର ଆୟୋଜନ କରାଯାଇଥାଏ । ଏହି ଶିବିର ଆୟୋଜକ କରିବା ଦ୍ଵାରା ଅଞ୍ଚଳରେ ଉପଲବ୍ଧ ପ୍ରାଣୀମାନେ ବାହ୍ୟ ଏବଂ ଅନ୍ତଃ କୃମିକୁ ପ୍ରତିରୋଧ କରିବାର ଶକ୍ତି ବୃଦ୍ଧି କରିପାରିଥାନ୍ତୁ ।ଏହା କରିବା ଦ୍ଵାରା ଶରୀରର ଓଜନ ବୃଦ୍ଧି ହେବ ସଙ୍ଗେ ଚର୍ମଟି ଚିକ୍କଣ ଦେଖାଯାଇଥାଏ ଏବଂ ପ୍ରାଣିମାନେ ସୁସ୍ଥବାନ ହୋଇଥାନ୍ତି । ଯଦ୍ଵାରା କୃଷକମାନେ ଅଧିକ ଲାଭବାନ ହୋଇପାରିଥାନ୍ତି ।

ଏହି ଶିବିରରେ ସମସ୍ତ ଗାଈଗୋରୁ ,ମହିଷାଦୀ ,ମେଣ୍ଢା ,ଛେଳି ,କୁକୁଡା ଆଦି ପ୍ରାଣିମାନଙ୍କୁ ମାଗଣାରେ କୃମିନାଶକ ବଣ୍ଟନ କରାଯାଏ ।

ପ୍ରାଣୀଗଣନା (୨୦୧୨ଅନୁଯାୟୀ)

  1. ସମୁଦାୟ ଗ୍ରାମ ସଂଖ୍ୟା-୨୬୧୫
  2. ପ୍ରାଣୀ ଥିବା ଘର ଗ୍ରାମ ସଂଖ୍ୟା -୧୧୨୩୭୧
  3. ଶଙ୍କର ଜାତୀୟ ଗୋରୁ ସଂଖ୍ୟା-୨୩୦୭
  4. ଦେଶୀ ଗାଈ ସଂଖ୍ୟା-୩୩୦୭୦୮
  5. ମଇଁଷି ସଂଖ୍ୟା-୫୯୯୯୨
  6. ଛେଳି ସଂଖ୍ୟା -୨୪୮୦୧୫
  7. ଦେଶୀ ମେଣ୍ଢା ସଂଖ୍ୟା -୮୦୫୩
  8. ଶଙ୍କର ଜାତୀୟ ମେଣ୍ଢା ସଂଖ୍ୟା -୪୯
  9. ଦେଶୀ ଘୁଷୁରି ସଂଖ୍ୟା -୩୩୭୪୨
  10. ଶଙ୍କର ଜାତୀୟ ଘୁଷୁରି ସଂଖ୍ୟା -୨୨୪
  11. ବୁଲା ଗାଈ-୧୮୦୧
  12. କଂସେଇ ଖାନା -୯୨
  13. କୁକୁଡ଼ା ସଂଖ୍ୟା -୧୬୧୬୧
  14. ଠେକୁଆ-୪୪
  15. କୁକୁଡା -୩୮୪୨୧୨
  16. ବାଟାକ-୯୦୫
  17. ଅନ୍ୟାନ୍ୟ ପକ୍ଷୀ -୨୩୩

ପ୍ରଜନନକ୍ଷମ ପ୍ରାଣୀ ସଂଖ୍ୟା

  1. ଶଙ୍କର ଜାତୀୟ ଗୋରୁ-୭୭୪
  2. ଦେଶୀ ଗାଈ -୬୨୩୩୧
  3. ମଇଁଷି -୧୭୫୯୪
  4. ଛେଳି-୧୦୦୨୮୯
  5. ମେଣ୍ଢା-୨୭୬୩