• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଅବସ୍ଥିତି: ଏହା ଫୁଲବାଣୀ ସହରର ମୁଖ୍ୟ ସଡକରେ ସ୍ଥିତ ଆରଖି ଅଧିକ୍ଷକ କାର୍ୟାଳୟ ଓ କରୋନେଶନ ପଡିଆ ନିକଟରେ ଅବସ୍ଥିତ । ବସଷ୍ଟାଣ୍ଡ ଠାରୁ କୋର୍ଟର ଦୂରତା ପାଖାପାଖି ୧ କି.ମି. ଅଟେ । ସୁପେରିୟର କୋର୍ଟ ଭବନ, କୋର୍ଟ ବିଲ୍ଡିଂ ନିକଟରେ ଅବସ୍ଥିତ ।

ନିମ୍ନଲିଖିତ କାର୍ୟାଳୟ ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ କାର୍ୟକରେ।

  1. ଜିଲ୍ଲା ଓ ଦୌରା ଜଜ ଅଦାଲତ, ଫୁଲବାଣୀ
  2. ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ, ଫୁଲବାଣୀ
  3. ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ, ଫୁଲବାଣୀ
  4. ରେଜିଷ୍ଟ୍ରର ଓ ସହାୟକ ଦୌରା ଜଜ କାର୍ୟାଳୟ
  5. ବିଶେଷ ଟ୍ରାକ କୋର୍ଟ
  6. ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ
  7. ନ୍ୟାଇକ ମାଜିସ୍ଟ୍ରେଟ ଅଦାଲତ, ପ୍ରଥମ ଶ୍ରେଣୀ

ନିମ୍ନ ଲିଖିତ ନ୍ୟାୟାଳୟ ସୁପେରିୟର କୋର୍ଟ ବିଲ୍ଡିଂରେ କାର୍ୟକରେ ।

  1. ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କାର୍ୟାଳୟ(ଭିଜିଲେନ୍ସ ),ଫୁଲବାଣୀ
  2. ପରିବାର ନ୍ୟାୟଳୟ, ଫୁଲବାଣୀ

ରେଜିସ୍ଟ୍ରାର କାର୍ଯାଳୟ ଓ ଦେୱାନୀ ଅଦାଲତ, ଫୁଲବାଣୀ ଜିଲ୍ଲା ନ୍ୟାୟଳୟ ଭବନ ମଧ୍ୟରେ କାର୍ଯ କରେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ୟାଳୟ ମଧ୍ୟ ଏହି ଭବନ ମଧ୍ୟରେ କାର୍ଯକରେ ।

ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ ନିମ୍ନଲିକ୍ଷିତ ସାଖା-କାର୍ୟାଳୟ ରହିଅଛି ।

  1. ଜିଲ୍ଲା ନ୍ୟାୟାଳୟର ଇଁଙ୍ଗ୍ରାଜି କାର୍ଯାଳୟ
  2. ଜିଲ୍ଲା ନ୍ୟାୟାଳୟର ହିସାବ ଉପବିଭାଗ
  3. ପ୍ରତିଲିପି ଉପବିଭାଗ
  4. ନିଜାରତ ଉପବିଭାଗ
  5. ପୁସ୍ତକାଳୟ ଉପବିଭାଗ
  6. ମାଲଖାନା ଉପବିଭାଗ
  7. ଜିଲ୍ଲା ନ୍ୟାୟପାଳିକା ରେକର୍ଡ କକ୍ଷ
  8. ଅତିରିକ୍ତ ଓ ଦୌରା ଜଜ କାର୍ୟାଳୟ
  9. ସି.ଜେ.ଏମ କାର୍ୟାଳୟ
  10. ଏସ.ଡ଼ି.ଜେ.ଏମ କାର୍ୟାଳୟ
କନ୍ଧମାଳ ନ୍ୟାୟପାଳିକା ଅଧିକାରୀମାନଙ୍କ ସମ୍ପର୍କ ବିବରଣୀ
କ୍ରମିକ ସଂଖ୍ୟାପଦବୀକର୍ୟାଳୟ ଫୋନ ନମ୍ବରକର୍ୟାଳୟ ଫାକ୍ସ ନମ୍ବରନିବାସ ଫୋନ ନମ୍ବର
1ଜିଲ୍ଲା ଓ ଦୌରା ଜଜ,ଫୁଲବାଣୀ୦୬୮୪୨-୨୫୩୧୩୧୦୬୮୪୨-୨୫୫୫୩୩୦୬୮୪୨-୨୫୬୦୦୬
2ଜଜ, ଫାମିଲି କୋର୍ଟ,ଫୁଲବାଣୀ୦୬୮୪୨-୨୫୬୦୦୨୦୬୮୪୨-୨୫୬୦୦୨୦୬୮୪୨-୨୫୫୦୬୧
3ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ(ଭିଜିଲେନ୍ସ ),ଫୁଲବାଣୀ୦୬୮୪୨-୨୫୩୭୪୫୦୬୮୪୨-୨୫୩୭୪୫୦୬୮୪୨-୨୫୪୦୧୬
4ଅତିରିକ୍ତ ଓ ଦୌରା ଜଜ, ଫୁଲବାଣୀ୦୬୮୪୨-୨୫୬୦୧୩୦୬୮୪୨-୦୬୮୪୨-୨୫୬୦୧୭
5ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ, ଫୁଲବାଣୀ୦୬୮୪୨-୨୫୩୭୧୦୦୬୮୪୨-୦୬୮୪୨-୨୫୩୮୧୦
6ରେଜିଷ୍ଟ୍ରର ଦେୱାନୀ ଅଦାଲତ, ଫୁଲବାଣୀ୦୬୮୪୨-୨୫୩୮୫୫୦୬୮୪୨-୨୫୩୮୫୫୦୬୮୪୨-୨୫୩୮୫୬
7ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ଫୁଲବାଣୀ୦୬୮୪୨-୨୫୪୭୫୫୦୬୮୪୨-୦୬୮୪୨-୨୫୫୪୪୫
8ସଚିବ,ଡ଼ି.ଏଲ.ଏସ.ଏ ,ଫୁଲବାଣୀ୦୬୮୪୨-୨୫୪୦୩୧୦୬୮୪୨-୦୬୮୪୨-
9ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ,ବାଲିଗୁଡା୦୬୮୪୬-୦୬୮୪୬-୦୬୮୪୬-
10ବରିଷ୍ଠ ଦେୱାନୀ ଅଦାଲତ ଜଜ ଓ ଏ.ଏସ.ଜେ .,ବାଲିଗୁଡା୦୬୮୪୬-୨୪୩୦୭୯୦୬୮୪୬-୨୪୩୦୭୯୦୬୮୪୬-୨୪୩୬୨୫
11ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ବାଲିଗୁଡା୦୬୮୪୬-୨୪୩୨୯୧୦୬୮୪୬-୦୬୮୪୬-୨୪୩୫୨୨
12ଅତିରିକ୍ତ ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି ,ଘୁ.ଉଦୟଗିରୀ୦୬୮୪୭-୨୬୦୦୧୩୦୬୮୪୭-୨୬୦୦୧୩୦୬୮୪୭-୨୬୦୦୧୩
13ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି,ଦାରିଙ୍ଗବାଡି୦୬୮୪୯-୨୪୬୧୫୮୦୬୮୪୯-୨୪୬୧୫୮୦୬୮୪୯-୨୪୫୪୮୮
14ଶେରିସ୍ତାଦାର, ଜିଲ୍ଲା ଅଦାଲତ, ଫୁଲବାଣୀ୦୬୮୪୨-୨୫୪୪୪୦୦୬୮୪୨-୨୫୪୪୪୦୦୬୮୪୨-
15କୋଟ ମ୍ୟାନେଜର,ଜିଲ୍ଲା ଅଦାଲତ, ଫୁଲବାଣୀ୦୬୮୪୨-୨୫୩୦୭୮୦୬୮୪୨-୦୬୮୪୨-
16ସିଷ୍ଟମ ଅଫିସର,ଜିଲ୍ଲା ଅଦାଲତ, ଫୁଲବାଣୀ୦୬୮୪୨-୨୫୩୨୧୫୦୬୮୪୨-୦୬୮୪୨-
17ଆକାଉଣ୍ଟ ଉପବିଭାଗ ଜିଲ୍ଲା ଅଦାଲତ ,ଫୁଲବାଣୀ୦୬୮୪୨-253795୦୬୮୪୨-୦୬୮୪୨-
18ସମ୍ମୁଖ କାର୍ୟାଳୟ,
ଜିଲ୍ଲା ନ୍ୟାଇକା ସେବା ଅଧିକାରୀ,କନ୍ଧମାଳ
୦୬୮୪୨-253034୦୬୮୪୨-୦୬୮୪୨-

ଅଧିକ ତଥା ସବିଶେଷ ବିବରଣୀ ପାଇଁ କ୍ଲିକ କରନ୍ତୁ