• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଆକାଶ ପଥ:-

ନିକଟତମ ବିମାନବନ୍ଦର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଜିଲ୍ଲା ମୁଖ୍ୟାଳୟ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।

ରେଳପଥ:-

ନିକଟତମ ରେଳପଥ: ବ୍ରହ୍ମପୁର ରେଳଷ୍ଟେସନ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

ସଡକପଥ:-

ନିକଟତମ ବସଷ୍ଟାଣ୍ଡ: ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।

କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରରେ ଅବସ୍ଥିତ ।ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ଯାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।