• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ପୂର୍ବତନ ଫୁଲବାଣୀ ଜିଲ୍ଲା ୧ଜାନୁୟାରୀ, ୧୯୯୪ରେ ଦୁଇଭାଗରେ ବିଭକ୍ତ ହୋଇ ଅନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଗଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ରେ ୨ଟି ଜିଲ୍ଲା ଉପଖଣ୍ଡ, ୧୨ଟି ବ୍ଲକ , ୧୭୧ଟି ଗ୍ରାମ ପଞ୍ଚାଯତ, ୨୫୧୫ଟି ଗାଁ, ୩ଟି ଇଉ.ଏଲ.ବି, ୧୮ଟି ଥାନା ରହିଅଛି । ଜନସଂଖ୍ୟାର ୫୦% ରୁ ଅଧିକ ଲୋକ ଆଦିବାସୀ ଜନଜାତିର ଅଟନ୍ତି । ସର୍ବୋପରି କନ୍ଧମାଳ ଜିଲ୍ଲା ଅର୍ଥନୀତି ଦୃଷ୍ଟିରୁ ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ।ବର୍ତମାନ ସମୟରେ ସମାଜବାଦୀ ଚରମପନଥିଙ୍କ ଅନୁପ୍ରବେଶ ,କନ୍ଧ ଜାତି ଓ ପାନ ଜାତି ମଧ୍ୟରେ ଜାତିଗତ ହିଂସା ଏବଂ ହିନ୍ଦୂ , ଖ୍ରୀଷ୍ଟିଆନ ମଧ୍ୟରେ ଧାର୍ମିକ ହିଂସା ପୁଲିସ ପାଇଁ ଏକ ଚଲେଞ୍ଜ ସୃଷ୍ଟି କରିଛି ।

କନ୍ଧମାଳ ଜିଲ୍ଲା ପୁଲିସ ଅଫିସ /ଥାନା ( ଫୋନ ନମ୍ବର )
ଅଫିସ/ଥାନାଫୋନ ନମ୍ବରଅଫିସ/ଥାନାଫୋନ ନମ୍ବର
ଆରକ୍ଷୀ ନିରୀକ୍ଷକ୦୬୮୪୨ ୨୫୩୬୧୦ଏସ.ଡ଼ି .ପି.ଓ ଫୁଲବାଣ୦୬୮୪୨ ୨୫୩୭୬୧
ଅତିରିକ୍ତ ଆରକ୍ଷୀ ନିରୀକ୍ଷକ୦୬୮୪୨ ୨୫୪୨୨୧ଏସ.ଡ଼ି .ପି.ଓ ବାଲିଗୁଡା୦୬୮୪୬ ୨୪୩୩୧୫
ଡ଼ି.ସି ଏସଏସ୦୬୮୪୨ ୨୫୩୪୧୦ଏସ.ଡ଼ି .ପି.ଓ ଘୁ ଉଦୟଗିରୀ୦୬୮୪୭ ୨୬୦୬୮୮
ଆରକ୍ଷୀ ଉପନିରୀକ୍ଷକ(କ୍ରାଇମ)୦୬୮୪୨ ୨୫୪୨୧୧ଆରକ୍ଷୀ ନିରୀକ୍ଷକ ଟାଉନ ଥାନା୦୬୮୪୨ ୨୫୩୮୨୦
ଆରକ୍ଷୀ ଉପନିରୀକ୍ଷକ୦୬୮୪୨ ୨୫୩୨୩୦ଆରକ୍ଷୀ ନିରୀକ୍ଷକ ଦାରିଙ୍ଗବାଡି ଥାନା୦୬୮୪୯ ୨୪୫୩୨୦
ଆରକ୍ଷୀ ଉପନିରୀକ୍ଷକ୦୬୮୪୨ ୨୫୩୭୯୩ଆରକ୍ଷୀ ନିରୀକ୍ଷକ ବାଲିଗୁଡା ଥାନା୦୬୮୪୬ ୨୪୩୨୩୩
ଡ଼ିଏସପି (ଡ଼ି ଆଇ ବି )୦୬୮୪୨ ୨୫୩୬୦୯ଆରକ୍ଷୀ ନିରୀକ୍ଷକ କୋଟଗଡ ଥାନା୦୬୮୪୮ ୨୨୦୨୪୪
ଡ଼ି.ପି.ଓ୦୬୮୪୨ ୨୫୩୧୪୧ଆରକ୍ଷୀ ନିରୀକ୍ଷକ ବାମହନି ଗାଁ ଥାନା୦୬୮୪୬ ୨୪୪୭୮୦
ଆର.ଓ୦୬୮୪୨ ୨୫୩୬୫୭ଆରକ୍ଷୀ ନିରୀକ୍ଷକ ଖଜୁରୀପଡା ଥାନା୦୬୮୪୨ ୨୫୧୫୨୩
ପୁଲିସ ହସ୍ପିଟଲ୦୬୮୪୨ ୨୫୩୪୨୧ଆରକ୍ଷୀ ନିରୀକ୍ଷକ ରାଇକିଆ ଥାନା୦୬୮୪୭ ୨୬୪୬୩୭
ପୁଲିସ ହହାଇ ସ୍କୁଲ୦୬୮୪୨ ୨୫୩୩୯୨ଆରକ୍ଷୀ ନିରୀକ୍ଷକ ଟିକାବାଲି ଥାନା୦୬୮୪୨ ୨୬୩୭୨୭
ପୁଲିସ ୱର୍କଶପ୦୬୮୪୨ ୨୫୩୭୯୯ଆରକ୍ଷୀ ନିରୀକ୍ଷକ ଏନାର୍ଜି ଥାନା୦୬୮୪୨ ୨୫୩୭୩୩
ଆରକ୍ଷୀ ନିରୀକ୍ଷକ ଚକାପାଦ ଥାନା୦୬୮୪୭ ୨୬୪୪୨୨ଆରକ୍ଷୀ ନିରୀକ୍ଷକ ତୁମୁଡିବନ୍ଧ ଥାନା୦୬୮୪୦ ୨୩୦୩୪୪
ଆରକ୍ଷୀ ନିରୀକ୍ଷକ ଫିରିଙ୍ଗିଆ ଥାନା୦୬୮୪୫ ୨୬୬୫୨୭ଆରକ୍ଷୀ ନିରୀକ୍ଷକ ସରଙ୍ଗଡ ଥାନା୦୬୮୪୬ ୨୪୭୨୧୨
ଆରକ୍ଷୀ ନିରୀକ୍ଷକ ଗୋଚପଡା ଥାନା୦୬୮୪୨ ୨୬୨୦୭୧ଆରକ୍ଷୀ ନିରୀକ୍ଷକ ସଦର ଥାନା୦୬୮୪୨ ୨୧୧୦୦୪
କନ୍ଧମାଳ ଜିଲ୍ଲା ଥାନା ବିବରଣୀ
କ୍ରମିକ ସଂଖ୍ୟଥାନା
ଟାଉନ ଥାନା, ଫୁଲବାଣୀ
ସଦର ଥାନା, ଫୁଲବାଣୀ
ଖଜୁରୀପଡା ଥାନା
ଫିରିଙ୍ଗିଆ ଥାନା
ବାଲିଗୁଡ଼ା ଥାନା
ଟିକାବାଲି ଥାନା
ରାଇକିଆ ଥାନା
କ. ନୁଆଗାଁ ଥାନା
କୋଟଗଡ଼ ଥାନା
୧୦ଦାରିଙ୍ଗବାଡ଼ି ଥାନା
୧୧ଘୁ. ଉଦୟଗିରି ଥାନା
୧୨ଚକାପାଦ ଥାନା
୧୩ତୁମୁଡିବନ୍ଧ ଥାନା
୧୪ବ୍ରାହ୍ମଣୀ ଗାଁ ଥାନା
୧୫ସରଙ୍ଗଡ ଥାନା
୧୬ଏନାର୍ଜି ଥାନା ଫୁଲବାଣୀ
୧୭ବେଲଘର ଥାନା
୧୮ଗୋଚପଡା ଥାନା