• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ଏହା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନରେ ଅବସ୍ଥିତ। ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ଯାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଫୁଲବାଣୀ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ
ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।

ରେଳଗାଡ଼ିରେ
ବ୍ରହ୍ମପୁର ରେଳଷ୍ଟେସନ,ଫୁଲବାଣୀ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।