• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଦୁଃସାହସିକ କାର୍ଯ୍ୟ, More on Tourisim, ପ୍ରାକୃତିକ, ପ୍ରାକୃତିକ ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଛତାରେ ଅବସ୍ଥିତ,ଏହା ଏକ ଆଦର୍ଶ ଗ୍ରୀଷ୍ମକାଳୀନ ରିସର୍ଟ, ଦାରିଙ୍ଗବାଡି “ଓଡିଶାର କାଶ୍ମୀର” ଭାବେ ପରିଚିତ । ଦାରିଙ୍ଗବାଡି ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ ଏବଂ ଏଠାରେ ପାଇନ ଜଙ୍ଗଲ, କଫି ବଗିଚା, ଶଙ୍କିର୍ଣ ଘାଟି ଆଦି ରହିଅଛି । ଏହା ଓଡିଶା ରାଜ୍ୟର ଏକମତ୍ର ସ୍ଥାନ ଯେଉଁଠାରେ ଶୀତରୁତୁରେ ବରଫପାତ ହୋଇଥାଏ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ଦାରିଙ୍ଗବାଡି ଠାରୁ ୨୯୦ କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ
ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୨୦ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ଦାରିଙ୍ଗବାଡି ଅଟେ।

ରେଳଗାଡ଼ିରେ
ବ୍ରହ୍ମପୁର ରେଳଷ୍ଟେସନ,ଦାରିଙ୍ଗବାଡି ଠାରୁ ୧୩୦ କି.ମି ଦୂରତାରେ ଅବସ୍ଥିତ ।

ଏମୁ ପକ୍ଷୀ ଅଭୟାରଣ୍ୟ , କଫି ବଗିଚା , ହିଲ ଭିଉ , ବଟରଫ୍ଲାଇ ପାର୍କ , ଦାରିଙ୍ଗବାଡି ଜଳପ୍ରପାତ , ନେଚର କ୍ୟାମ୍ପ