• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : More on Tourisim, ପ୍ରାକୃତିକ ସୌନ୍ଦର୍ଯ୍ୟ

ବେଲଘର ସମୁଦ୍ର ପତନଠାରୁ ପ୍ରାୟ ୨୫୫୫ ଫୁଟ ଉଚତାରେ ଅବସ୍ଥିତ । ବେଲଘର ପ୍ରାକୃତିକ ଦୃଶ୍ୟରାଜି ଓ ବନ୍ୟଜନ୍ତୁ ସମ୍ପଦ(ହାତୀ ଆଦି ବନ୍ୟାପ୍ରାଣୀ)ରେ ପରିପୂର୍ଣ । ଏଠାରେ କୁଟି-କନ୍ଧ ଜନଜାତିର ଲୋକେ ବସବାସ କରନ୍ତି ଏବଂ ସେମାନେ ଖୁବ ବନ୍ଧୁତାପୂର୍ଣ ଓ ଅତିଥିପରାୟଣ ଅଟନ୍ତି।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ବେଲଘର ଠାରୁ ୩୭୫ କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ
ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୬୫ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ତୁମୁଡିବନ୍ଧ ଅଟେ।

ରେଳଗାଡ଼ିରେ
ବ୍ରହ୍ମପୁର ରେଳଷ୍ଟେସନ,ବେଲଘର ଠାରୁ ୨୭୦ କି.ମି ଦୂରତାରେ ଅବସ୍ଥିତ ।

ନେଚର କ୍ୟାମ୍ପ ବେଲଘର , Farming , ହାତୀ ସଂରକ୍ଷଣାଞ୍ଚଳ ବେଲଘର