• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ, Tour Operators

ଏହି ସ୍ଥାନଟି ଠାକୁରାଣୀ ବରାଳ ଦେବୀଙ୍କ ପିଠ ଅଟେ ଓ ସେ ଜଗତ ଉଦ୍ଧାରକର୍ତା ଭାବେ ଖୁବ ପ୍ରସିଦ୍ଧ। ଏଠିକାର ଲୋକମାନେ ବିଭିନ୍ନ ପର୍ବପର୍ବାଣି ଓ ବିଶେଷକରି ଦଶହରା ସମୟରେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ପିଲ୍ଲାସାଲୁଙ୍କି ନଦୀବନ୍ଧ ଏକ ଆକର୍ଷଣୀୟ ସ୍ଥାନ ଅଟେ ଏବଂ ପିକ-ନିକ ସ୍ପଟ ଭାବେ ଖୁବ ଜଣାଶୁଣା । ଏହା ବରାଳ ଦେବୀ ମନ୍ଦିର ଠାରୁ ୩ କି.ମି ଦୂରରେ ଅବସ୍ଥିତ ।

ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର, ବଲସକୁମ୍ପା ଠାରୁ ୧୯୮ କି.ମି ଦୂରତାରେ ଅବସ୍ଥିତ ।

ସଡ଼କ ପଥରେ
ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ବଲସକୁମ୍ପା ଅଟେ।

ରେଳଗାଡ଼ିରେ
ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।