• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ।

ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯକରି ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି। ମୃତ୍ୟୁ ପ୍ରମାଣ ପାତ୍ର ପରିବାରର ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯାଇଥାଏ,ଏହି ପ୍ରମାଣ ପାତ୍ରରେ ମୃତ୍ୟୁ ତାରିଖ, ସମୟ ଓ କାରଣ ଦର୍ଶାଅଯାଇଥାଏ ।

  • ମୃତ୍ୟୁ/ଜନ୍ମ ପ୍ରମାଣପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବା କୁ ହେବ।
  • ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ।
  • ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ.

ଯାଆନ୍ତୁ: https://www.birthdeath.odisha.gov.in/

ଫୁଲବାଣୀ ପୌରପାଳିକା

ସ୍ଥାନ : କନ୍ଧମାଳ | ସହର : ଫୁଲବାଣୀ | ପିନ କୋଡ୍ : ୭୬୨୦୦୧