• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା  ନିଜ ଅଧିକାର କ୍ଷେତ୍ର ରେ ଥିବା ନିବାସୀଙ୍କ ପାଇଁ ଜନ୍ମ ଓ ମୃତ୍ୟୁ ପ୍ରମାଣ ପାତ୍ର ଜାରି କରେ।

ସହର ସ୍ୱାସ୍ଥ୍ୟ ଅଧିକାରୀ/ ସ୍ୱାସ୍ଥ୍ୟ ଅଧିକାରୀ / କାର୍ଯକରି ଅଧିକାରୀ (ରେଜିଷ୍ଟ୍ରାର), ସରକାରୀ ଶୁଳ୍କ ଜମା କରିବା ପରେ ଆବେଦନ କାରିଙ୍କୁ ଏହି ପ୍ରମାଣ ପାତ୍ର ଜାରି କରନ୍ତି।

  • ଜନ୍ମ ପ୍ରମାଣ ପାତ୍ର ଆବେଦନ କରିବା ହେତୁ ପ୍ରଥମେ ସ୍ଥାନୀୟ ଅଧିକାରୀଙ୍କ ନିକଟରେ ଜନ୍ମ ପଞ୍ଜୀକରଣ କରିବା କୁ ହେବ।
  • ଫର୍ମ ସ୍ଥାନୀୟ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଫିସ ମାନଙ୍କରେ ଉପଲବ୍ଧ କିମ୍ବା ଆମ ୱେବସାଇଟରୁ ଡାଉନଲୋଡ କରାଯାଇପାରେ।
  • ପ୍ରମାଣ ପାତ୍ର ପାଇଁ ଆବେଦନ କରନ୍ତୁ ଓ ଆବେଦନ ଜମା କରିବା ପରେ ଟୋକେନ ର ପ୍ରିଣ୍ଟ ନିଅନ୍ତୁ.

ଯାଆନ୍ତୁ: https://www.birthdeath.odisha.gov.in/

ଫୁଲବାଣୀ ପୌର ପାଳିକା

ସ୍ଥାନ : କନ୍ଧମାଳ | ସହର : କନ୍ଧମାଳ | ପିନ କୋଡ୍ : ୭୬୨୦୦୧