ପୂର୍ବତନ ଫୁଲବାଣୀ ଜିଲ୍ଲା ୧ଜାନୁୟାରୀ, ୧୯୯୪ରେ ଦୁଇଭାଗରେ ବିଭକ୍ତ ହୋଇ ଅନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଗଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ରେ ୨ଟି ଜିଲ୍ଲା ଉପଖଣ୍ଡ, ୧୨ଟି ବ୍ଲକ , ୧୭୧ଟି ଗ୍ରାମ ପଞ୍ଚାଯତ, ୨୫୧୫ଟି ଗାଁ, ୩ଟି ଇଉ.ଏଲ.ବି, ୧୮ଟି ଥାନା ରହିଅଛି । ଜନସଂଖ୍ୟାର ୫୦% ରୁ ଅଧିକ ଲୋକ ଆଦିବାସୀ ଜନଜାତିର ଅଟନ୍ତି । ସର୍ବୋପରି କନ୍ଧମାଳ ଜିଲ୍ଲା ଅର୍ଥନୀତି ଦୃଷ୍ଟିରୁ ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ।ବର୍ତମାନ ସମୟରେ ସମାଜବାଦୀ ଚରମପନଥିଙ୍କ ଅନୁପ୍ରବେଶ ,କନ୍ଧ ଜାତି ଓ ପାନ ଜାତି ମଧ୍ୟରେ ଜାତିଗତ ହିଂସା ଏବଂ ହିନ୍ଦୂ , ଖ୍ରୀଷ୍ଟିଆନ ମଧ୍ୟରେ ଧାର୍ମିକ ହିଂସା ପୁଲିସ ପାଇଁ ଏକ ଚଲେଞ୍ଜ ସୃଷ୍ଟି କରିଛି ।
କନ୍ଧମାଳ ଜିଲ୍ଲା ପୁଲିସ ଅଫିସ /ଥାନା ( ଫୋନ ନମ୍ବର )| ଅଫିସ/ଥାନା | ଫୋନ ନମ୍ବର | ଅଫିସ/ଥାନା | ଫୋନ ନମ୍ବର |
|---|
| ଆରକ୍ଷୀ ନିରୀକ୍ଷକ | ୦୬୮୪୨ ୨୫୩୬୧୦ | ଏସ.ଡ଼ି .ପି.ଓ ଫୁଲବାଣ | ୦୬୮୪୨ ୨୫୩୭୬୧ |
| ଅତିରିକ୍ତ ଆରକ୍ଷୀ ନିରୀକ୍ଷକ | ୦୬୮୪୨ ୨୫୪୨୨୧ | ଏସ.ଡ଼ି .ପି.ଓ ବାଲିଗୁଡା | ୦୬୮୪୬ ୨୪୩୩୧୫ |
| ଡ଼ି.ସି ଏସଏସ | ୦୬୮୪୨ ୨୫୩୪୧୦ | ଏସ.ଡ଼ି .ପି.ଓ ଘୁ ଉଦୟଗିରୀ | ୦୬୮୪୭ ୨୬୦୬୮୮ |
| ଆରକ୍ଷୀ ଉପନିରୀକ୍ଷକ(କ୍ରାଇମ) | ୦୬୮୪୨ ୨୫୪୨୧୧ | ଆରକ୍ଷୀ ନିରୀକ୍ଷକ ଟାଉନ ଥାନା | ୦୬୮୪୨ ୨୫୩୮୨୦ |
| ଆରକ୍ଷୀ ଉପନିରୀକ୍ଷକ | ୦୬୮୪୨ ୨୫୩୨୩୦ | ଆରକ୍ଷୀ ନିରୀକ୍ଷକ ଦାରିଙ୍ଗବାଡି ଥାନା | ୦୬୮୪୯ ୨୪୫୩୨୦ |
| ଆରକ୍ଷୀ ଉପନିରୀକ୍ଷକ | ୦୬୮୪୨ ୨୫୩୭୯୩ | ଆରକ୍ଷୀ ନିରୀକ୍ଷକ ବାଲିଗୁଡା ଥାନା | ୦୬୮୪୬ ୨୪୩୨୩୩ |
| ଡ଼ିଏସପି (ଡ଼ି ଆଇ ବି ) | ୦୬୮୪୨ ୨୫୩୬୦୯ | ଆରକ୍ଷୀ ନିରୀକ୍ଷକ କୋଟଗଡ ଥାନା | ୦୬୮୪୮ ୨୨୦୨୪୪ |
| ଡ଼ି.ପି.ଓ | ୦୬୮୪୨ ୨୫୩୧୪୧ | ଆରକ୍ଷୀ ନିରୀକ୍ଷକ ବାମହନି ଗାଁ ଥାନା | ୦୬୮୪୬ ୨୪୪୭୮୦ |
| ଆର.ଓ | ୦୬୮୪୨ ୨୫୩୬୫୭ | ଆରକ୍ଷୀ ନିରୀକ୍ଷକ ଖଜୁରୀପଡା ଥାନା | ୦୬୮୪୨ ୨୫୧୫୨୩ |
| ପୁଲିସ ହସ୍ପିଟଲ | ୦୬୮୪୨ ୨୫୩୪୨୧ | ଆରକ୍ଷୀ ନିରୀକ୍ଷକ ରାଇକିଆ ଥାନା | ୦୬୮୪୭ ୨୬୪୬୩୭ |
| ପୁଲିସ ହହାଇ ସ୍କୁଲ | ୦୬୮୪୨ ୨୫୩୩୯୨ | ଆରକ୍ଷୀ ନିରୀକ୍ଷକ ଟିକାବାଲି ଥାନା | ୦୬୮୪୨ ୨୬୩୭୨୭ |
| ପୁଲିସ ୱର୍କଶପ | ୦୬୮୪୨ ୨୫୩୭୯୯ | ଆରକ୍ଷୀ ନିରୀକ୍ଷକ ଏନାର୍ଜି ଥାନା | ୦୬୮୪୨ ୨୫୩୭୩୩ |
| ଆରକ୍ଷୀ ନିରୀକ୍ଷକ ଚକାପାଦ ଥାନା | ୦୬୮୪୭ ୨୬୪୪୨୨ | ଆରକ୍ଷୀ ନିରୀକ୍ଷକ ତୁମୁଡିବନ୍ଧ ଥାନା | ୦୬୮୪୦ ୨୩୦୩୪୪ |
| ଆରକ୍ଷୀ ନିରୀକ୍ଷକ ଫିରିଙ୍ଗିଆ ଥାନା | ୦୬୮୪୫ ୨୬୬୫୨୭ | ଆରକ୍ଷୀ ନିରୀକ୍ଷକ ସରଙ୍ଗଡ ଥାନା | ୦୬୮୪୬ ୨୪୭୨୧୨ |
| ଆରକ୍ଷୀ ନିରୀକ୍ଷକ ଗୋଚପଡା ଥାନା | ୦୬୮୪୨ ୨୬୨୦୭୧ | ଆରକ୍ଷୀ ନିରୀକ୍ଷକ ସଦର ଥାନା | ୦୬୮୪୨ ୨୧୧୦୦୪ |
କନ୍ଧମାଳ ଜିଲ୍ଲା ଥାନା ବିବରଣୀ| କ୍ରମିକ ସଂଖ୍ୟ | ଥାନା |
|---|
| ୧ | ଟାଉନ ଥାନା, ଫୁଲବାଣୀ |
| ୨ | ସଦର ଥାନା, ଫୁଲବାଣୀ |
| ୩ | ଖଜୁରୀପଡା ଥାନା |
| ୪ | ଫିରିଙ୍ଗିଆ ଥାନା |
| ୫ | ବାଲିଗୁଡ଼ା ଥାନା |
| ୬ | ଟିକାବାଲି ଥାନା |
| ୭ | ରାଇକିଆ ଥାନା |
| ୮ | କ. ନୁଆଗାଁ ଥାନା |
| ୯ | କୋଟଗଡ଼ ଥାନା |
| ୧୦ | ଦାରିଙ୍ଗବାଡ଼ି ଥାନା |
| ୧୧ | ଘୁ. ଉଦୟଗିରି ଥାନା |
| ୧୨ | ଚକାପାଦ ଥାନା |
| ୧୩ | ତୁମୁଡିବନ୍ଧ ଥାନା |
| ୧୪ | ବ୍ରାହ୍ମଣୀ ଗାଁ ଥାନା |
| ୧୫ | ସରଙ୍ଗଡ ଥାନା |
| ୧୬ | ଏନାର୍ଜି ଥାନା ଫୁଲବାଣୀ |
| ୧୭ | ବେଲଘର ଥାନା |
| ୧୮ | ଗୋଚପଡା ଥାନା |